Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖଣି ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ଏକାସାଙ୍ଗେ ୧୪ଟି ସ୍ଥାନରେ ଚାଲିଛି ଚଢାଉ

Ritu Das
Browse all articles by Ritu Das
·1 year ago
ଖଣି ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ଏକାସାଙ୍ଗେ ୧୪ଟି ସ୍ଥାନରେ ଚାଲିଛି ଚଢାଉ

ଆକ୍ସନରେ ଇଡି । ଖଣି ବ୍ୟବସାୟୀଙ୍କ ଘରେ ଇଡି ରେଡ୍। ଖଣି ବ୍ୟବସାୟୀ ରତ୍ନାକର ନାୟକ (ଝୁଲୁ)ଙ୍କ ଘରେ ଇଡ଼ି ଚଢାଉ କରିଛି। ଏକକାଳୀନ ଅନେକ ସ୍ଥାନରେ ରେଡ୍ ଚାଲିଛି। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଠାରେ ଥିବା ଘର, ଢେଙ୍କାନାଳ, ଭୁବନେଶ୍ଵରରେ ଥିବା ଅଫିସ, ବ୍ୟବସାୟ ପ୍ରତିଷ୍ଠାନରେ ଇଡି ଚଢାଉ କରିଛି।


ଖବର ଅନୁଯାୟୀ, ବେଆଇନ ଆର୍ଥିକ କାରବାର ନେଇ ଇଡି ପକ୍ଷରୁ ବୁଧବାର ଦିନ ଖଣି ବ୍ୟବସାୟୀ ରତ୍ନାକର ନାୟକଙ୍କ ଘରେ ରେଡ୍ ପକ୍ଷରୁ ଚଢାଉ ହୋଇଛି। ଏକାକାଳୀନ ୧୪ଟି ସ୍ଥାନରେ ଇଡି ପକ୍ଷରୁ ଚାଲିଛି ଚଢାଉ । ତେବେ ଏହି ଚଢ଼ାଉ ବେଳେ ଟଙ୍କା କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
-ed-raid-in-the-mining-owner-raiding-14-places-at-once | Argus News