Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୋଲରୁ ଖସିଲା ବସ୍ ୫ ଆହତ

Odisha

ପୋଲରୁ ଖସିଲା ବସ୍ ୫ ଆହତ

Rashmita Mishra
Browse all articles by Rashmita Mishra
·1 year ago
ପୋଲରୁ ଖସିଲା ବସ୍ ୫ ଆହତ

ଅର୍ଗସ ବ୍ୟୁରୋ: ପୋଲରୁ ଖସିଲା ବସ୍ ୫ ଆହତ । ପଟ୍ଟାମୁଣ୍ଡାଇ ପୋଲରୁ ଖସିଲା ଘରୋଇ ବସ୍, ୫ ଯାତ୍ରୀ ଆହତ । ବଡ଼ପଡ଼ା ନିକଟରେ ଭାରସାମ୍ୟ ହରାଇ ପାଣିକୁ ଘରୋଇ ଖସିଲା ବସ୍ । କଟକରୁ ଜମ୍ବୁ ଯାଉଥିବା ବେଳେ ପୋଲରୁ ଖସି କେନାଲରେ ପଶିଲା । ସ୍ଥାନୀୟ ଲୋକ ଓ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ଉଦ୍ଧାର ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Five injured as bus falls off bridge | Argus News