Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ

Odisha

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ

Rashmita Mishra
Browse all articles by Rashmita Mishra
·1 year ago
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ପ୍ରଥମେ ଭିତର କାଠ ନିକଟରେ ଦର୍ଶନ ପରେ ଲକ୍ଷ୍ମୀ ମନ୍ଦିର ଓ ବଟ ଗଣେଶ ଦର୍ଶନ କରି ମୁକ୍ତି ମଣ୍ଡପରେ ଆଶୀର୍ବାଦ ନେଇଛନ୍ତି । ନୂଆ ରାଜ୍ୟପାଳ ଓଡ଼ିଶାର ଦାୟିତ୍ବ ନେବାକୁ ଥିବାବେଳେ ଆଜିର ଦର୍ଶନ ତାଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ କାରଣ ଏହା ରାଜ୍ୟପାଳ ଭାବେ ତାଙ୍କର ଶେଷ ଦର୍ଶନ । ରଘୁବର କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି । ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଓଡିଶାର ରାଜ୍ୟପାଳ ଦାୟିତ୍ବ ନେଇଥିଲି। 2036 ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବିକଶିତ ଓଡିଶା ଗଠନ ହେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Former Governor Raghubar Das visits Lord jaganatha at Shrimandir | Argus News