Videos
|
Odisha

ସ୍ତ୍ରୀକୁ ହତ୍ୟା ପରେ ନିଜ ବେକ କାଟିଲା ପିଶାଚ ସ୍ଵାମୀ

Rashmita Mishra
Browse all articles by Rashmita Mishra
·1 year ago
ସ୍ତ୍ରୀକୁ ହତ୍ୟା ପରେ ନିଜ ବେକ କାଟିଲା ପିଶାଚ ସ୍ଵାମୀ

ଅର୍ଗସ ବ୍ୟୁରୋ: କଟକରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା ପରେ ନିଜ ବେକ କାଟିଲା ପିଶାଚ ସ୍ବାମୀ । ଲାଲ୍‌ବାଗ ଥାନା ସିଦ୍ଧେଶ୍ବର ସାହିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଘର ଭିତରୁ ସ୍ତ୍ରୀର ରକ୍ତାକ୍ତ ମୃତଦେହ ଉଦ୍ଧାର। ସ୍ବାମୀକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରିଛି ପୋଲିସ। ସ୍ତ୍ରୀକୁ ହାଣି ମାରିବା ପରେ ସ୍ବାମୀ ନିଜ ବେକ କାଟିଥିବା ସନ୍ଦେହ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ।


ଘର ଭିତରୁ ସ୍ତ୍ରୀର ରକ୍ତାକ୍ତ ମୃତଦେହ ଉଦ୍ଧାର। ସ୍ବାମୀକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କଲା ପୋଲିସ। ସ୍ତ୍ରୀକୁ ହାଣି ମାରିବା ପରେ ସ୍ବାମୀ ନିଜ ବେକ କାଟିଥିବା ସନ୍ଦେହ। ପୋଲିସର ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ghost husband slits his own throat after killing wife | Argus News