Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଳ୍ପବଟ - ଆଶା, ଶାନ୍ତି ଓ ମୁକ୍ତିର ପ୍ରତୀକ

Sudeshna Mishra
Browse all articles by Sudeshna Mishra
·1 year ago·1 min read
କଳ୍ପବଟ - ଆଶା, ଶାନ୍ତି ଓ ମୁକ୍ତିର ପ୍ରତୀକ

Key Points

ବାଇଶି ପାହାଚ ଦେଇ ଯିବା ବେଳେ ଶେଷ ଭାଗ ବାମପଟରେ ଅଗ୍ନିଶ୍ବର, ସତ୍ୟନାରାୟଣଙ୍କ ଦର୍ଶନ ମିଳେ। ଡାହାଣ ପଟେ କଳ୍ପବଟ ମୂଳରେ ବାଳମୁକୁନ୍ଦଙ୍କ ଶୟନ ଦର୍ଶନ


ତାଙ୍କୁ ଦର୍ଶନ କରି ସମ୍ମୁଖରେ ବଟ ମାଧ୍ୟମ, ବଟ ଗଣେଶ ଓ ବଟ ମଙ୍ଗଳାଙ୍କୁ ଦେଖି ପରିକ୍ରମା ଶେଷ କରନ୍ତି ଭକ୍ତ


କୁହାଯାଏ, ବଟ ବୃକ୍ଷ ରୂପୀ ନାରାୟଣଙ୍କ ଦର୍ଶନରେ ପାପ କ୍ଷୟ ହୁଏ। ମନ ଶୁଦ୍ଧ ହୁଏ


କଳ୍ପବଟ - ଆଶା, ଶାନ୍ତି ଓ ମୁକ୍ତିର ପ୍ରତୀକ

ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ଦର୍ଶନ କେବଳ ଗରୁଡ଼ ସ୍ତମ୍ଭ ପର୍ଯ୍ୟନ୍ତ ନୁହେଁ…ଏଠି ଅଛି ଏକ ଗୁପ୍ତ ଆଧ୍ୟାତ୍ମିକ ଯାତ୍ରା-କଳ୍ପବଟ ଚକଡା।


ବାଇଶି ପାହାଚ ଦେଇ ଯିବା ବେଳେ ଶେଷ ଭାଗ ବାମପଟରେ ଅଗ୍ନିଶ୍ବର, ସତ୍ୟନାରାୟଣଙ୍କ ଦର୍ଶନ ମିଳେ। ଡାହାଣ ପଟେ କଳ୍ପବଟ ମୂଳରେ ବାଳମୁକୁନ୍ଦଙ୍କ ଶୟନ ଦର୍ଶନ। ତାଙ୍କୁ ଦର୍ଶନ କରି ସମ୍ମୁଖରେ ବଟ ମାଧ୍ୟମ, ବଟ ଗଣେଶ ଓ ବଟ ମଙ୍ଗଳାଙ୍କୁ ଦେଖି ପରିକ୍ରମା ଶେଷ କରନ୍ତି ଭକ୍ତ। କୁହାଯାଏ, ବଟ ବୃକ୍ଷ ରୂପୀ ନାରାୟଣଙ୍କ ଦର୍ଶନରେ ପାପ କ୍ଷୟ ହୁଏ। ମନ ଶୁଦ୍ଧ ହୁଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବାହୁଡ଼ା ଦିନ ଯେତେବେଳେ ଠାକୁର ମନ୍ଦିରକୁ ଫେରନ୍ତି, ସେଦିନ କଳ୍ପବଟକୁ ବନ୍ଦାପନା କରାଯାଏ।ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ଭକ୍ତମାନେ କଳ୍ପବଟଙ୍କୁ ପ୍ରଦକ୍ଷିଣ କରି ଛାୟାତଳେ ଦଣ୍ଡେ ବସି ଯେତେବେଳେ ପ୍ରାର୍ଥନା କରନ୍ତି, ସେଥିରେ ଅନନ୍ୟ ଶାନ୍ତି ଓ ଭକ୍ତିର ଅନୁଭୂତି ଥାଏ ଓ ଶାନ୍ତି ପାଇଥାନ୍ତି ଭକ୍ତଗଣ।

Sponsored
kalpabata-importance-in-shree-mandir | Argus News