Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୃଦ୍ଧଙ୍କୁ ନିଶା ଦେଇ ଆଖି ତାଡିଦେଲେ ଦୁର୍ବୃତ୍ତ, ମେଡିକାଲରେ ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·1 year ago
ବୃଦ୍ଧଙ୍କୁ ନିଶା ଦେଇ ଆଖି ତାଡିଦେଲେ ଦୁର୍ବୃତ୍ତ, ମେଡିକାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ:  ବୃଦ୍ଧଙ୍କୁ ନିଶା ଦେଇ ଆଖି ତାଡିଦେଲେ ଦୁର୍ବୃତ୍ତ । ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ପେଟ୍ରୋଲ ପମ୍ପ ନିକଟରେ । ଗତକାଳି ବିଳମ୍ବିତ ରାତିରେ ବାଇକ ଯୋଗେ ଦୁର୍ବୃତ୍ତମାନେ ଆସି ଜଣେ ବୃଦ୍ଧଙ୍କୁ ନିଶା ଦେଇ ତାଙ୍କୁ ବେହୋସ କରିବା ପରେ ଆଖିକୁ ତାଡି ନେଇଛନ୍ତି । ବୃଦ୍ଧ ଜଣକ ହେଲେ ବିଦେଲବାହାଳି ଗାଁର ଇମସନ ଝାଙ୍କର । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Man drugged and blinded elderly man, admitted to hospital | Argus News