Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁରକ୍ଷା ବାହିନୀଙ୍କ କ୍ୟାମ୍ପ ଉପରକୁ ଆକ୍ରମଣ କଲେ ମାଓବାଦୀ

Banajyotshna Ray
Browse all articles by Banajyotshna Ray
·1 year ago
ସୁରକ୍ଷା ବାହିନୀଙ୍କ କ୍ୟାମ୍ପ ଉପରକୁ ଆକ୍ରମଣ କଲେ ମାଓବାଦୀ

ଅର୍ଗସ ବ୍ୟୁରୋ:  ଛତିଶଗଡ଼ ସୁକମାରେ ମାଓ ହାମଲା । ସୁକମାର ଗୋମଗୁଡାରେ ସ୍ଥାପିତ ସୁରକ୍ଷା ବାହିନୀଙ୍କ କ୍ୟାମ୍ପ ଉପରକୁ ଆକ୍ରମଣ କଲେ ମାଓବାଦୀ । ନକ୍ସଲଙ୍କ BGL ମାଡରେ ଦୁଇ ଯବାନ ଆହତ । ନକ୍ସଲଙ୍କ ଆକ୍ରମଣ ପରେ ପାଲଟା ଜବାବ ଦେଉଛନ୍ତି ସୁରକ୍ଷା ବାହିନୀ । ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଚାଲିଥିବା ସୂଚନା ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maoists attack security forces camp | Argus News