Videos
|
Odisha

୯୪ଟି ଶୁଆକୁ ବିକ୍ରି କରି ଗିରଫ ହେଲା ମୁନା

Banajyotshna Ray
Browse all articles by Banajyotshna Ray
·1 year ago
୯୪ଟି ଶୁଆକୁ ବିକ୍ରି କରି ଗିରଫ ହେଲା ମୁନା

ଅର୍ଗସ ବ୍ୟୁରୋ:  ଆନ୍ତରାଜ୍ୟ ବନ୍ୟଜନ୍ତୁ ସ୍ମଗଲର ଗିରଫ। ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରୁ ସ୍ମଗଲର ମୁନା ସାହୁକୁ ଗିରଫ କରିଛି ରାଉରକେଲା ବନବିଭାଗ। ୯୪ଟି ଶୁଆକୁ ନେଇ ଝାଡ଼ଖଣ୍ଡରେ ବିକିଥିଲା ମୁନା। ୭ ତାରିଖ ସନ୍ଧ୍ୟାରେ ରାଉରକେଲା ଏବଂ ରାଞ୍ଚି ବନବିଭାଗର ମିଳିତ ଭାବେ ଚଢ଼ାଉ କରି ମୁନା ସାହୁକୁ ବନ୍ଧମୁଣ୍ଡା ଅଞ୍ଚଳରୁ ଗିରଫ କରିଛି। ପୂର୍ବରୁ ଥରେ ଗିରଫ ହୋଇ ସାରିଛି ମୁନା। ଆନ୍ତରାଜ୍ୟ ରାକେଟ ବିଷୟରେ ଅଧିକ ପଚରା ଉଚୁରା ପାଇଁ ମୁନାକୁ ନିଆଯାଇଛି ଝାଡଖଣ୍ଡ। ଏହାସହ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Muna arrested for selling 94 parrots | Argus News