Videos
|
Odisha

ଗଞ୍ଜାମ ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Banajyotshna Ray
Browse all articles by Banajyotshna Ray
·1 year ago
ଗଞ୍ଜାମ ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଅର୍ଗସ ବ୍ୟୁରୋ:  ନବୀନଙ୍କ ଗଞ୍ଜାମ ଗସ୍ତକୁ ନେଇ ଆସ୍କା ବିଧାୟକଙ୍କ କଟାକ୍ଷ । ଆଜି ଗଞ୍ଜାମ ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ହିଞ୍ଜିଳି, କବିସୂର୍ଯ୍ୟନଗର, ଆସ୍କା ନିର୍ବାଚନ ମଣ୍ଡଳୀ ଗସ୍ତ କରି ଅଦିନିଆ ବର୍ଷା ଦ୍ବାରା ପ୍ରଭାବିତ ଚାଷୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନବୀନଙ୍କ ଏହି ଗସ୍ତକୁ ନେଇ କଟାକ୍ଷ କରିଛନ୍ତି ଆସ୍କା ବିଧାୟକ ସରୋଜ ପାଢ଼ୀ। ସେ କହିଛନ୍ତି ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ 24 ବର୍ଷ ଧରି ଚାଷୀ କିଏ ଚିହ୍ନି ପାରିଲେ ନାହିଁ। ଚାଷ କାମ କଣ ଜାଣିପାରିଲେ ନାହିଁ। ଏବେ ନବୀନ ଆସିଲେ କେହି ଗ୍ରହଣ କରିବେ ନାହିଁ। 


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Opposition leader Naveen Patnaik to visit Ganjam | Argus News