ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୭ ଯାଏ ଥିଓରୀ ପରୀକ୍ଷା
·1 year ago

ଅର୍ଗସ ବ୍ୟୁରୋ: ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆସନ୍ତା ୧୨ ତାରିଖ ଯାଏ ଜାରି ରହିବ ଇଣ୍ଟରନାଲ ଆସେସମେଣ୍ଟ । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୭ ଯାଏ ହେବ ଥିଓରୀ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ରେଗୁଲାର ଏବଂ ଏକ୍ସ ରେଗୁଲାର ପ୍ରାକ୍ଟିକାଲ ପରୀକ୍ଷା ହେବ । ରାଜ୍ୟର ୧ ହଜାର ୨୭୬ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହେବ । ଏଥର ପ୍ରଥମ ଥର ପାଇଁ ଅନଲାଇନରେ ହେବ ମାତୃଭାଷା ଓ ଇଂରାଜୀ ମୂଲ୍ୟାୟନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: