Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାନୁଆରୀରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଜାନୁଆରୀରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

Key Points

  • ମୋଦିଙ୍କ ଫୋକସରେ ଓଡ଼ିଶା 
  • ଗସ୍ତରେ ଆସିବେ ପ୍ରଧାନମମୋଦିଙ୍କ ଫୋକସରେ ଓଡ଼ିଶା

ଅର୍ଗସ ବ୍ୟୁରୋ: ଜାନୁଆରୀରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମମୋଦିଙ୍କ ଫୋକସରେ ଓଡ଼ିଶା । ନ୍ତ୍ରୀ । ଜାନୁଆରୀ 8, 9, 10ରେ ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମ । 9, 10 ତାରିଖରେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ୍ ହେବେ ପିଏମ୍ । ଏହା ପରେ ଜାନୁଆରୀ 28 ଓ 29 ତାରିଖରେ ଉତ୍କର୍ଷ ଓଡିଶା କନକ୍ଲେଭରେ ମଧ୍ୟ ଯୋଗଦେବ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ହେବା ପରେ 4 ଥର ଓଡ଼ିଶା ଆସି ସାରିଲେଣି ପିଏମ୍ । ସେପ୍ଟେମ୍ବର 17 ତାରିଖରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ମୋଦି । ପରେ ଶପଥ ସମାରୋହ, ନଭେମ୍ବରରେ ଡିଜିପି ସମ୍ମିଳନୀ ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ ପିଏମ୍ । ମୋଦିଙ୍କ ଫୋକସରେ ଓଡ଼ିଶା । ଏହା ଓଡ଼ିଶା ପାଇଁ ହେବ ଗେମ୍ ଚେଞ୍ଜର୍ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
prime-minister-to-visit-odisha-twice-in-january | Argus News