Videos
|
Odisha

ବାଲି ମାଫିଆଙ୍କ ଢେଲା ମାଡ଼, କାଉନସିଲର ଗୁରୁତର

Banajyotshna Ray
Browse all articles by Banajyotshna Ray
·1 year ago
ବାଲି ମାଫିଆଙ୍କ ଢେଲା ମାଡ଼, କାଉନସିଲର ଗୁରୁତର

ଅର୍ଗସ ବ୍ୟୁରୋ:  ବାଲି ମାଫିଆଙ୍କ ଢେଲା ମାଡ଼ । ଆକ୍ରମଣରେ କାଉନସିଲର ଗୁରୁତର । ଗୁରୁତର ଅବସ୍ଥାରେ କାଉନସିଲରଙ୍କୁ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି । ଜଳେଶ୍ବର ଥାନା ଶେଖବାଡ ଅଞ୍ଚଳରେ ଘଟିଛି ଘଟଣା । ତେବେ ଶେଖବାଡ ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ହେଉଥିଲା। ପ୍ରଶାସନର ବାରମ୍ବାର ଚଢାଉ ପରେ ଥମି ନଥିଲା ବାଲି ଉତ୍ତୋଳନ। ସ୍ଥାନୀୟ କାଉନସିଲର ବାଲି ଉତ୍ତୋଳନ ଜାଗାକୁ ଯିବାରୁ ଆକ୍ରମଣ କରିଥିଲେ ବାଲି ମାଫିଆ। ଜଳେଶ୍ବର ପୋଲିସର ତଦନ୍ତ ଜାରି। 


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sand mafia's heavy beating, council in serious trouble | Argus News