Videos
|
Odisha

ନ୍ୟାୟିକ ବ୍ୟବସ୍ଥାରେ ସୁଧାର ସହ ମିଳିବ ତ୍ୱରିତ ନ୍ୟାୟ

Banajyotshna Ray
Browse all articles by Banajyotshna Ray
·1 year ago
ନ୍ୟାୟିକ ବ୍ୟବସ୍ଥାରେ ସୁଧାର ସହ ମିଳିବ ତ୍ୱରିତ ନ୍ୟାୟ

ଅର୍ଗସ ବ୍ୟୁରୋ:  ଓଡିଶାରେ ଆସୁଛି ସୁବର୍ଣ୍ଣ ଯୁଗ। ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଆସିବା ସହିତ ବିଳମ୍ବିତ ବଦଳରେ ଏବେ ଲୋକଙ୍କୁ ତ୍ବରିତ ନ୍ୟାୟ ମିଳି ପାରିବ । ବାଲେଶ୍ବର ଗସ୍ତରେ ଆସିଥିବା ବେଳେ ଏନେଇ ମତ ରଖିଛନ୍ତି ଲ' କମିସନର ଜଷ୍ଟିସ ବିଶ୍ବନାଥ ରଥ। ଓଡିଶାରେ ନୂଆ ସରକାର ଆସିବା ପରେ ଲୋକଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥା ସରଳୀକରଣ ହେବ। କିଛି ଆଇନ କାର୍ଯ୍ୟକାରି ହୋଇପାରି ନାହିଁ। କିଛି ଆଇନରେ ମଧ୍ୟ ସଂଶୋଧନର ଆବଶ୍ୟକତା ରହିଛି। କିଛି ନୂଆ ଆଇନ ଆସିବା ମଧ୍ୟ ଜରୁରୀ। ରାଜ୍ୟ ସରକାର ଓ ଆଇନ ବିଭାଗ ଏନେଇ ଖୁବଶିଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ  ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Speedy justice will be provided with reforms in the judicial system | Argus News