Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଣାଇରେ ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା

Odisha

ବଣାଇରେ ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା

Banajyotshna Ray
Browse all articles by Banajyotshna Ray
·1 year ago
ବଣାଇରେ ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା

ଅର୍ଗସ ବ୍ୟୁରୋ:  ବଣାଇରେ ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା । ସୁନ୍ଦରଗଡ଼ ବଣାଇ ଗୁରୁଣ୍ଡିଆ ବ୍ଲକ ତମଣ୍ଡା ରେଞ୍ଜ କଣ୍ଟାପାଲି ମୁଣ୍ଡା ସାହିରେ ଶୋଇଥିବା ବେଳେ ଟାଣି ନେଇ ଦଳିଦଲା ଦନ୍ତା । ଘଟଣା ସ୍ଥଳରେ 2ଶିଶୁଙ୍କର ମୃତ ସୂଚନା । ଜଣେ ଶିଶୁ 12 ବର୍ଷର ହେଇଥିବା ବେଳେ ଅନ୍ୟ ଜଣେ 3 ବର୍ଷର । ପରିବାର ସହ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିବା ସୂଚନ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two children trampled by a elephant in the forest | Argus News