ସମ୍ବଲପୁର ଓ ଦେବଗଡ଼ ଦିନିକିଆ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ
·1 year ago

ଅର୍ଗସ ବ୍ୟୁରୋ: ସମ୍ବଲପୁର ଓ ଦେବଗଡ ଦିନିକିଆ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ସକାଳ ସାଢେ ୯ଟାରେ ବୁର୍ଲା ଗୋଲଗୁଣ୍ତା ଠାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ସାଢେ ୧୦ଟାରେ ଜିଲ୍ଲା ତପସ୍ମିନୀ ପ୍ରେକ୍ଷାଳୟରେ TB ନ୍ୟୁଟ୍ରେସନ କିଟ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେବେ ।
ଏହାପରେ ପିଏଚଡି ପଡିଆରେ ଅନୁଷ୍ଠିତ ଜିଲ୍ଲସ୍ତରୀୟ କୃଷି ଯନ୍ତ୍ରପାତି ଓ କୃଷକ ମେଳାରେ ଯୋଗ ଦେବେ। ଅପରାହ୍ନରେ ଦେବଗଡ ଗସ୍ତ କରି ଇନ୍ଦିରାଗାନ୍ଧୀ ଷ୍ଟାଡିୟମତେ ୩୪ ତମ ବାମଣ୍ତା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: