Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋରାପୁଟ ଗସ୍ତରେ ଉତ୍କଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଆବାହକ

Odisha

କୋରାପୁଟ ଗସ୍ତରେ ଉତ୍କଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଆବାହକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋରାପୁଟ ଗସ୍ତରେ ଉତ୍କଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଆବାହକ

ଅର୍ଗସ ବ୍ୟୁରୋ:  ଉତ୍କଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକଙ୍କ କୋରାପୁଟ ଜିଲ୍ଲା ଗସ୍ତ ଅତ୍କଳ ଭାରତ ଭ୍ରଷ୍ଟାଚାର କୋରାପୁଟ ଜିଲ୍ଲାରେ ଆଲୋଚନା କରିବେ । ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଭ୍ରଷ୍ଟାଚାର ବିରୋଧ ସଂଗଠନର କାର୍ଯ୍ୟକ୍ରମ ଓ ସଂଗଠନର କର୍ମକର୍ତ୍ତାମାନଙ୍କ ସହିତ ଆଲୋ ରାଜ୍ୟ ଆବାହକ, ବରିଷ୍ଠ ଆଇନ୍‌ଜୀବୀ ଶ୍ରୀ ସୁବ୍ରତ କୁମାର ନନ୍ଦ ତାଙ୍କ ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ବିଭିନ୍ନ ଯୋଜନାରେ ହେଉଥିବା ବାଟମାରଣା ସଂପର୍କରେ କରିବେ । ।


ଆସନ୍ତା ୨୩ତାରିଖ ସୋମବାର ଦିନ ଜୟପୁର ଠାରେ କର୍ମକର୍ତ୍ତା ଅନୁଧ୍ଯାନ କରି, ସହ ଅ ଆଲୋଚନା ଜୟପୁରର ର ଏକ ହୋଟେଲରେ ସମ୍ବାଦିକ ସମ୍ମଳନୀରେ ଯୋଗଦେବେ ବୋଲି ସଂଗଠନ ଠନର ଜିଲ୍ଲା ଆବାହ ହକ ବରିଷ୍ଠ ଆଇନ୍‌ଜୀବୀ ଶ୍ରୀ ଅଶୋକ କୁମାର ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Utkal Bharat Anti-Corruption Organization coordinator visit Koraput | Argus News