Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପରଲୋକରେ ବିଜୟ ମହାନ୍ତି

Odisha

ପରଲୋକରେ ବିଜୟ ମହାନ୍ତି

Banajyotshna Ray
Browse all articles by Banajyotshna Ray
·1 year ago
ପରଲୋକରେ ବିଜୟ ମହାନ୍ତି

ଅର୍ଗସ ବ୍ୟୁରୋ:  ବିଜୟ ମହାନ୍ତଙ୍କ ପରଲୋକ । ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ବିଜେଡି ଟିକେଟରେ ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କ ପରଲୋକ । କିଛି ଦିନ ହେବ ସେ ହୃଦରୋଗରେ ପୀଡିତ ଥିଲେ। ୬୦ ବର୍ଷ ବୟସରେ ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଗେଷ୍ଟ ହାଉସରେ ଥିଲେ କିଛି ରେସପଣ୍ଡ ନକରିବାରୁ ହସ୍ପିଟାଲ ନିଆଯାଇଥିଲା। 


୨୦୦୯, ୨୦୧୪ରେ ଦୁଇ ଥର ଭୁବନେଶ୍ୱର ମଧ୍ୟ ଆସନରୁ ଜିତିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vijaya Mohanty passed away | Argus News