Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

E-KYC ପ୍ରକ୍ରିୟାରୁ୧ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ

Rashmita Mishra
Browse all articles by Rashmita Mishra
·1 year ago
E-KYC ପ୍ରକ୍ରିୟାରୁ୧ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ

ଅର୍ଗସ ବ୍ୟୁରୋ:  ଭୂତ ଖାଉଥିଲେ ରାସନ ଚାଉଳ । ୧ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ । ଚାଲୁ ରହିଥିବା କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ହୋଇଟଛନ୍ତି ମୃତ ହିତାଧିକାରୀ । ଗୃହରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର।  ରାଜ୍ୟରେ 3 କୋଟି 36 ଲକ୍ଷ 35 ହଜାର 918 ଙ୍କ ମଧ୍ୟରୁ ଆଜି ଯାଏଁ 2 କୋଟି 69 ଲକ୍ଷ 23 ହଜାର 830 ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି । ଏବେ ବି 6 ଲକ୍ଷ 19 ହଜାର 836 ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
1 lakh 77 thousand 68 deceased beneficiaries identified through E-KYC process | Argus News