Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାଢେ଼ 6 ଘଣ୍ଟାରେ 10 ଜଣଙ୍କର ମୃତ୍ୟୁ

Smruti Parija
Browse all articles by Smruti Parija
·2 years ago
ସାଢେ଼ 6 ଘଣ୍ଟାରେ 10 ଜଣଙ୍କର ମୃତ୍ୟୁ

ରାଉରକେଲା:  ରାଉରକେଲା ସରକାରୀ ଡାକ୍ତରଖାନାରେ ସାଢେ଼ 6 ଘଣ୍ଟାରେ 10 ଜଣଙ୍କର ମୃତ୍ୟୁ ହୋଇଛି । ହିଟ୍ ୱେଭ୍ ପାଇଁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଯେହେତୁ ରାଉଲକେଲା ରେ ଗରମ ସାଙ୍ଗକୁ ଗୁଳି ଗୁଳି ହେଉଥିବାରୁ ବଡି ର ଟେମ୍ପରେଚର 103 ଥିଲା । ତେଣୁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସେପଟେ କାଲି ପୋଷ୍ଟ ବଟମ୍ ହେଲେ ମୃତ୍ୟୁର କାରଣ ଜଣାପଡିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 people died in 6 and a half hours-in-rgh-rourkela-hospital | Argus News