Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା-ଛତିଶଗଡ ପୋଲିସର ମିଳିତ ଅପରେସନରେ ୧୦ ମାଓବାଦୀଙ୍କ ମୃତ୍ୟୁ

Odisha

ଓଡ଼ିଶା-ଛତିଶଗଡ ପୋଲିସର ମିଳିତ ଅପରେସନରେ ୧୦ ମାଓବାଦୀଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·1 year ago
ଓଡ଼ିଶା-ଛତିଶଗଡ ପୋଲିସର ମିଳିତ ଅପରେସନରେ ୧୦ ମାଓବାଦୀଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଓଡ଼ିଶା-ଛତିଶଗଡ ପୋଲିସର ମିଳିତ ଅପରେସନରେ ଆଜି ସକାଳେ 12 ମାଓବାଦୀଙ୍କ ମୃତ୍ୟୁ । ଓଡ଼ିଶାର ନୂଆପଡା ଜିଲ୍ଲା ସୀମାନ୍ତ ଏବଂ ଛତିଶଗଡର ଗରିଆବନ୍ଧ ଜିଲ୍ଲାରେ ଏହି ଅପରପେସନ ହୋଇଛି । ମୃତ 12 ମାଓବାଦୀଙ୍କ ମଧ୍ୟରେ ଅଛନ୍ତି 2ଜଣ ମହିଳା କ୍ୟାଡର ମାଓବାଦୀ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଏହା ମଧ୍ୟରେ ଗୋଟିଏ ଏସଏଲଆର ବନ୍ଧୁକ ମଧ୍ୟ ରହିଛି । ମୃତକଙ୍କ ସଂଖ୍ୟା ବଢିବାର ମଧ୍ୟ ସମ୍ଭାବନା ରହିଛି ।


ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଥିବା ନେଇ ଜାନୁଆରୀ 19 ତାରିଖରେ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଜଙ୍ଗଲ ଓଡିଶାର ନୂଆପଡା ସୀମାନ୍ତ ଠାରୁ 5 କିଲୋମିଟର ଦୂରରେ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 terrorists killed in Odisha-Chhattisgarh joint operation | Argus News