Videos
|
Odisha

ମୁଣ୍ଡଳୀରେ ଛିଣ୍ଡି ପଡିଛି 11kv ତାର, ଛାନିଆ ଲୋକେ

Smruti Parija
Browse all articles by Smruti Parija
·1 year ago
ମୁଣ୍ଡଳୀରେ ଛିଣ୍ଡି ପଡିଛି 11kv ତାର, ଛାନିଆ ଲୋକେ

Key Points

ମୁଣ୍ଡଳୀ ତଳଗଡ଼ ନିକଟରେ ଛିଣ୍ଡିଲା ବିଦ୍ୟୁତ ତାର

ଘଟଣା ସ୍ଥଳରେ NDRF ଟିମ୍

ଭୟବିତ ସ୍ଥାନୀୟ ଲୋକେ

ମୁଣ୍ଡୁଳୀରେ ଛିଣ୍ଡିଲା 11kv ତାର । ବାଙ୍କୀ ମୁଣ୍ଡଳୀ ବ୍ୟାରେଜ ଠାରେ ମହାନଦୀ ଉପର ଦେଇ ଆଠଗଡ଼ ପଟୁ ଭୁବନେଶ୍ୱରକୁ ଆସିଥିବା 11kv ତାର ଗୁଡିକ ମଧ୍ୟରୁ କିଛି ତାର ଛିଡି ପାଣି ମଧ୍ୟରେ ପଡ଼ିଛି । ଫଳରେ ଭୟଭିତରେ ଅଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବିଦ୍ୟୁତ ବିଭାଗ, ଓଡ୍ରାଫ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ।


ଧିବରମାନଙ୍କୁ ନଦୀ ଭିତରକୁ ମାଛ ମାରିବାକୁ କେହି ନଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ବିଦ୍ୟୁତ ସଂଯୋଗ କଟା ଯାଇ ବିଦ୍ୟୁତ ବିଭାଗ କର୍ମଚାରୀ ଓଡ୍ରାଫ ଟିମ୍ ସହ ବୋଟରେ ମହାନଦୀ ମଝିକୁ ଯାଇ ଛିଡି ଯାଇଥିବା ଇଲେକ୍ଟ୍ରିକ ତାର ଗୁଡିକୁ ସଂଯୋଗ କରିବା ପାଇଁ ଲାଗିପଡିଛନ୍ତି । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
11kv-wire-snapped-in-mundli-people-in-fear | Argus News