Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Kantamal bandh / କଣ୍ଟାମାଳ ବ୍ଲକ ସଚେତନ ନାଗରିକ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

Swoyang prajna Mishra
Browse all articles by Swoyang prajna Mishra
·9 months ago
କଣ୍ଟାମାଳ ବ୍ଲକ ସଚେତନ ନାଗରିକ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

Key Points

କଣ୍ଟାମାଳ ବ୍ଲକକୁ NAC ଓ ଉପଖଣ୍ଡ ମାନ୍ୟତା ଦାବି । କଣ୍ଟାମାଳ ବ୍ଲକ ରେ ଉପକାରାଗାର ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ।

ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ । କଣ୍ଟାମାଳ ବ୍ଲକ ସଚେତନ ନାଗରିକ ପକ୍ଷରୁ ବନ୍ଦ ଡାକରା । କଣ୍ଟାମାଳ ବ୍ଲକକୁ NAC ଓ ଉପଖଣ୍ଡ ମାନ୍ୟତା ଦାବି । କଣ୍ଟାମାଳ ବ୍ଲକ ରେ ଉପକାରାଗାର ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ।


ବନ୍ଦ ରେ ବିଭିନ୍ନ ସଙ୍ଗଠନ ସାମିଲ। ଓକିଲ ସଂଘ, ବଣିକ ସଂଘ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସାମିଲ। ବନ୍ଦ ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
12-hour bandh of Kantamal today | Argus News