Videos
|
Odisha

ଇଡି ସ୍କାନରରେ ୧୪ ଦୁର୍ନୀତିଖୋର ବାବୁ,କଳାଧନ ଉତ୍ସକୁ ନେଇ ହେବ ଖୋଳତାଡ଼

Sangram Tripathy
Browse all articles by Sangram Tripathy
·1 year ago
ଇଡି ସ୍କାନରରେ ୧୪ ଦୁର୍ନୀତିଖୋର ବାବୁ,କଳାଧନ ଉତ୍ସକୁ ନେଇ ହେବ ଖୋଳତାଡ଼


ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ପରେ ଦୁର୍ନୀତିଖୋରଙ୍କୁ ଘାଣ୍ଟିବ ଇଡି। କଳାଧନ ଉତ୍ସକୁ ନେଇ ହେବ ଖୋଳତାଡ଼। ୧୪ ବଡ଼ ଅଧିକାରୀଙ୍କ ଫାଇଲ୍ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବଡ଼ ଅଭିଯୋଗ, ବିଜେଡି ପାଣ୍ଠି ସଂଗ୍ରହର ମାଧ୍ୟମ ଥିଲେ ସରକାରୀ ବାବୁ। ତଦନ୍ତ ଜାଲରେ ପଡ଼ିବେ କି ଅଫିସରଙ୍କୁ ମୋହରା ବନାଇଥିବା ତୃତୀୟ ମହଲାର ବଡ ବାବୁ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
14 corrupt children in the ED scanner, the source of the wealth will be searched | Argus News