|
logo
Live

Argus News - 4 ଦିନିଆ ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ ସଦସ୍ୟ

Odisha

4 ଦିନିଆ ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ ସଦସ୍ୟ

Rashmita Mishra
Browse all articles by Rashmita Mishra
·1 year ago·1 min read
4 ଦିନିଆ ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ ସଦସ୍ୟ

4 ଦିନିଆ ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ ସଦସ୍ୟ । ଡକ୍ଟର ଅରବିନ୍ଦ ପାନଗେରିଆଙ୍କ ଅଧ୍ୟକ୍ଷତାରେ ଆସିଛନ୍ତି 15 ଜଣିଆ ସଦସ୍ୟ । ଖଣ୍ଡଗିରି, ଉଦୟଗିରି ସହ କଳାଭୂମି ବୁଲିବେ ମେମ୍ବର । କାଲି ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ କୋଣାର୍କ ବୁଲିବାର କାର୍ଯ୍ୟକ୍ରମ ରହିଛି ।


ଓଡ଼ିଶାରେ ଅର୍ଥ କମିଶନ ସଦସ୍ୟ । 4 ଦିନିଆ ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ ସଦସ୍ୟ । ଡକ୍ଟର ଅରବିନ୍ଦ ପାନଗେରିଆଙ୍କ ଅଧ୍ୟକ୍ଷତାରେ 15 ଜଣ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜି ଖଣ୍ଡଗିରି, ଉଦୟଗିରି ସହ କଳାଭୂମି ବୁଲିବେ କମିଶନ ସଦସ୍ୟ । ଆସନ୍ତାକାଲି ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ କୋଣାର୍କ ମଧ୍ୟ ବୁଲିବାର କାର୍ଯ୍ୟକ୍ରମ ରହିଛି । 6 ତାରିଖରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ରହିଛି । ସେହି ଦିନ ଅର୍ଥ କମିଶନ ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
4 ଦିନିଆ ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ ସଦସ୍ୟ | Argus News