Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଟକ କାଳୀ ମେଢ ଭସାଣିବେଳେ ୨ଗୋଷ୍ଠୀ ମୁହାଁମୁହିଁ,୬ ଆହତ

Odisha

କଟକ କାଳୀ ମେଢ ଭସାଣିବେଳେ ୨ଗୋଷ୍ଠୀ ମୁହାଁମୁହିଁ,୬ ଆହତ

Sangram Tripathy
Browse all articles by Sangram Tripathy
·1 year ago
କଟକ କାଳୀ ମେଢ ଭସାଣିବେଳେ ୨ଗୋଷ୍ଠୀ ମୁହାଁମୁହିଁ,୬ ଆହତ

ଅର୍ଗସ ବ୍ୟୁରୋ:କଟକ କାଳୀ ମେଢ ଭସାଣିବେଳେ ୨ଗୋଷ୍ଠୀ ମୁହାଁମୁହିଁ,୬ ଆହତ। ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଗୋଷ୍ଠୀ ସଂଘର୍ଷ,ପୋଲିସର ଛାନଭିନ୍ ଜାରି,ଗୋଟିଏ ଦୋକାନ ଭାଙ୍ଗିବା ସହ ୩ଟି ବାଇକ ଭଙ୍ଗାରୁଜା,୨ଗୋଷ୍ଠୀ ମଧ୍ୟରେ ଢେଳାପଥର ସହ କାଚ ବୋତଲ ମାଡ ହୋଇଥିବା ମିଳିଛି ସୂଚନା 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
2 groups clashed during Cuttack Kali Medha vasana, 6 injured | Argus News