Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବଜ୍ରପାତରେ ଚାଲିଗଲା ୨ଜୀବନ

Odisha

ବଜ୍ରପାତରେ ଚାଲିଗଲା ୨ଜୀବନ

Rashmita Mishra
Browse all articles by Rashmita Mishra
·1 year ago
ବଜ୍ରପାତରେ ଚାଲିଗଲା ୨ଜୀବନ

ଅର୍ଗସ ବ୍ୟୁରୋ: ବଜ୍ରାଘାତ ନେଲା ଦୁଇ ଜୀବନ। ଚାଷ ଜମିରେ କାମ କରୁଥିବା ସମୟରେ ଚାଲିଗଲା ଦୁଇ ଜଣ ଚାଷୀଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଡୁମାପଡା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ମନେ ହେଲେ ପାଖ ଗାଁର ଗୋବିନ୍ଦ ମହାନ୍ତ-୫୫ ଓ ଶିବ ହାଁସଦା-୩୦ । ଉଭୟ ଭାଗ ଚାଷୀ ଅଟନ୍ତି। ତେଣୁ ଆଜି ଜମିରେ ଚାଷ କାମ କରୁଥିବା ସମୟରେ ବଜ୍ରପାତ ଯୋଗୁ ଚାଲିଯାଇଛି ଦୁଇଜଣଙ୍କ ଜୀବନ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
2 lives lost in lightning | Argus News