ନାଗାବଳୀ ନଦୀରେ ବୁଡ଼ି ୨ ନାବାଳକ ମୃତ
·1 year ago

ଅର୍ଗସ ବ୍ୟୁରୋ: ରାୟଗଡା ଝୁଲା ବ୍ରିଜ ନିକଟ ନାଗବଳୀ ନଦୀରେ ଅଘଟଣ। ୪ସାଙ୍ଗ ନାଗାବଳୀ ନିକଟ ଝୁଲା ବ୍ରିଜରେ ଖେଳିବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ୨ ଜଣ ନଦୀରେ ପଡି ସ୍ରୋତରେ ଭାସି ଯାଇଥିଲେ।
ଜଣେ ସାଙ୍ଗ ବୁଡ଼ିଯିବାରୁ ଅନ୍ୟ ଜଣେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ୪ ଜଣ ଛାତ୍ର ଏକ ବେସରକାରୀ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

