Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଆସନ୍ତାକାଲି ଉତ୍ତର ପ୍ରଦେଶରେ ପଡିଵ ଭୋଟ

Odisha

 ଆସନ୍ତାକାଲି ଉତ୍ତର ପ୍ରଦେଶରେ ପଡିଵ ଭୋଟ

Manini Pattanayak
Browse all articles by Manini Pattanayak
·2 years ago·1 min read
 ଆସନ୍ତାକାଲି ଉତ୍ତର ପ୍ରଦେଶରେ ପଡିଵ ଭୋଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ସାରା ଦେଶ ଚଳଚଞ୍ଚଳ । ଏହାରି ଭିତରେ ଦେଶରେ ଦ୍ଵିତୀୟ ପ୍ରର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୬ରେ ଆରମ୍ଭ ହେବାକୁ ଯାଉଛି । ଲୋକସଭା ସିଟ ପାଇଁ ମତଦାନ ହେବ । ତେବେ ଆସନ୍ତାକାଲି ଉତ୍ତରପ୍ରଦେଶରେ ମତଦାନ ହେବାକୁ ଯାଉଛି ।  ଉତ୍ତରପ୍ରଦେଶର ଅମରାହେ, ମରଠା, ବାଗପାଟ, ଗାଜିୟାଵାଦ, ଗୌତମ ବୁଦ୍ଧ ନଗର, ଅଲ୍ଲିଗଡ, ମଥୁରା, ବୁଲନ୍ଦଶାହର ଠାରେ ମତଦାନ ଅନୁଷ୍ଠିତ ହେବ ।

 ସେହିପରି  ଆସନ୍ତାକାଲି ଦିଲ୍ଲୀ ନୋଏଡାରେ ମଧ୍ୟ ମତଦାନ ହେବାକୁ ଯାଉଛି ।  ନୋଏଡା ଓ ଗ୍ରେଟର ନୋଏଡାରେ ମତଦାନ ହେତୁ ସ୍କୁଲ କଲେଜ ଆସନ୍ତାକାଲି ବନ୍ଦ ରହିବ। ନିର୍ବାଚନ ଆୟେଗଙ୍କ ଅଙ୍କନୁସାରେ,  ଗୌତମବୁଦ୍ଧ ନଗରରେ ୨୦୧୯ ଲୋକସଭା ନିର୍ବାଚନରେ ୬୦.୪୭ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୪ରେ ୬୦.୩୮ ପ୍ରତିଶତ , ୨୦୦୯ରେ ସବୁଠାରୁ କମ ୪୮ ପ୍ରତିଶତ ମତଦାନ ହୋଇଥିଲା । ଏହି ସବୁ ନିର୍ଵାଚନ କ୍ଷେତ୍ରରେ ୨୦୧୯ରେ ଜାତୀୟ ହାର ୬୭.୪୦ ପ୍ରତିଶତ, ୨୦୧୪ରେ ୬୬ ପ୍ରତିଶତ, ୨୦୦୯ରେ ୫୮ ପ୍ରତିଶତ ମତଦାନ ଧାର୍ଯ୍ୟ କରାଯାଇଛି ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
2024 Lok Sabha Elections: The eight constituencies of Uttar Pradesh where voting will be held on Friday | Argus News