Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 2025 ହେବ ସୁଭଦ୍ରା ଯୋଜନାର ବର୍ଷ- ଉପମୁଖ୍ୟମନ୍ତ୍ରୀ

Odisha

2025 ହେବ ସୁଭଦ୍ରା ଯୋଜନାର ବର୍ଷ- ଉପମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago
2025 ହେବ ସୁଭଦ୍ରା ଯୋଜନାର ବର୍ଷ- ଉପମୁଖ୍ୟମନ୍ତ୍ରୀ

Key Points

2025 ହେବ ସୁଭଦ୍ରା ଯୋଜନାର ବର୍ଷ । ନୂଆ ବର୍ଷରେ ମା' ମାନଙ୍କୁ ସୁଭଦ୍ରା ଆଶୀର୍ବାଦ କରନ୍ତୁ । ସମସ୍ତଙ୍କୁ ଟଙ୍କା ମିଳିବ ।

ଭୁବନେଶ୍ୱର: 2025 ହେବ ସୁଭଦ୍ରା ଯୋଜନାର ବର୍ଷ । ନୂଆ ବର୍ଷରେ ମା' ମାନଙ୍କୁ ସୁଭଦ୍ରା ଆଶୀର୍ବାଦ କରନ୍ତୁ । ସମସ୍ତଙ୍କୁ ଟଙ୍କା ମିଳିବ । ୨୫ ମସିହାରେ ମା' ମାନଙ୍କୁ ୩ ଥର ଟଙ୍କା ମିଳିବ । ୨୫ ମସିହାରେ ଚତୁର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ରେ ଏବଂ ରକ୍ଷା ବନ୍ଧନରେ ଟଙ୍କା ମିଳିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ । ଆଜି ଆସିବ ଫିଲଡ଼ ରିପୋର୍ଟ । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ । ଯେମିତି କେହି ବଂଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
2025-would-be-the-year-of-subhadra-yojana | Argus News