Videos
|
Odisha

ଛତିଶଗଡ଼ରୁ ୨୨ ହାର୍ଡକୋର୍ ମାଓବାଦୀ ଗିରଫ

Ritu Das
Browse all articles by Ritu Das
·1 year ago
ଛତିଶଗଡ଼ରୁ ୨୨ ହାର୍ଡକୋର୍ ମାଓବାଦୀ ଗିରଫ

ଛତିଶଗଡ଼ରୁ ୨୨ ହାର୍ଡକୋର୍ ମାଓବାଦୀ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାଁରେ ଥିଲା ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା । ଟିଫିନ୍ ବୋମା, କୋଡେକ୍ସ ତାର, ଜିଲୋଟିନ ଷ୍ଟିକ୍, ଡିଟୋନେଟର, ବ୍ୟାଟେରୀ, ବିଦ୍ୟୁତ ତାର, ମାଟି ଖୋଳିବା ଉପକରଣ ବଳି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ ।


ଉସୁର, ଜଙ୍ଗଲା ଓ ନେଲସନାର ଥାନାର ଡିଆରଜି ବାହିନୀ ସହ କୋବ୍ରା 205, 206, 210 ବାଟାଲିୟନର ଯବାନଙ୍କ ମିଳିତ କମ୍ବିଂ ଅପରେସନ କରିଥିଲେ । ଗିରଫ ମାଓବାଦୀଙ୍କ ବିରୋଧରେ ଉସୁର, ଜଙ୍ଗଲା ଏବଂ ନେଲସନାର ଥାନାରେ ପୂର୍ବରୁ ଅନେକ ମାମଲା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
22-hardcore-maoists-arrested-from-chhattisgarh | Argus News