Videos
|
Odisha

ଶୀତ ଋତୁରେ ଓଡ଼ିଶାକୁ ଆସିଛନ୍ତି ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ

Rashmita Mishra
Browse all articles by Rashmita Mishra
·1 year ago
ଶୀତ ଋତୁରେ ଓଡ଼ିଶାକୁ ଆସିଛନ୍ତି ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ

୨୦୨୪-୨୫ ବର୍ଷ ଶୀତ ଋତୁରେ ଓଡ଼ିଶାକୁ ଆସିଛନ୍ତି ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ । ୫୨ଟି ଜଳାଶୟକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଚିଲିକା ଡିଭିଜନକୁ ଆସିଛନ୍ତି ସର୍ବାଧିକ ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ । ତେବେ କେତେ ପକ୍ଷୀ ଫେରିଯାଇଛନ୍ତି ତାହା ଆକଳନ ହୋଇନାହିଁ । ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
23,55,850-exotic-birds-arrive-in-odisha-during-winter | Argus News