Videos
|
Odisha

16 ଟି ସ୍ଥାନରେ ଖୋଲିବ 25 ଟି ଅବକାରୀ ଥାନା

Smruti Parija
Browse all articles by Smruti Parija
·1 year ago
16 ଟି ସ୍ଥାନରେ ଖୋଲିବ 25 ଟି ଅବକାରୀ ଥାନା

ଭୁବନେଶ୍ୱର: ରାଜ୍ୟରେ ଖୋଲିବ 25 ଟି ନୂଆ ଅବକାରୀ ଥାନା । 16 ଟି ସ୍ଥାନରେ ଖୋଲିବ 25 ଟି ଅବକାରୀ ଥାନା । କେବଳ ଗଞ୍ଜାମରେ 6 ଟି ନୂଆ ଅବକାରୀ ଥାନା ଖୋଲିବ । ଗଞ୍ଜାମରେ 3, ବ୍ରହ୍ମପୁରରେ  3 ଟି ନୂଆ ଅବକାରୀ ଥାନା ହେବ । ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ 6 ଟି ଅବକାରୀ ଥାନା ପ୍ରତିଷ୍ଠା ହେବ । ସେପ୍ଟେମ୍ବର ୪ରେ ହେବ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ । 
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
25 new excise stations to be set up in Odisha; crucial meeting on September 4 | Argus News