|
logo
Live
Argus News App
GET APP

Argus News - କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୮ ଟିକିଆ ଝାଡଖଣ୍ଡୀ ହାତୀ

Odisha

କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୮ ଟିକିଆ ଝାଡଖଣ୍ଡୀ ହାତୀ

Sangram Tripathy
Browse all articles by Sangram Tripathy
·1 year ago
କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୮ ଟିକିଆ ଝାଡଖଣ୍ଡୀ ହାତୀ

ଅର୍ଗସ ବ୍ୟୁରୋ:ପୁଣି କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୮ ଟିକିଆ ଝାଡଖଣ୍ଡୀ ହାତୀ। କେନ୍ଦୁଝର ବନଖଣ୍ଡର ପାଟଣା ଅଞ୍ଚଳରୁ ବୈତରଣୀ ନଦୀ ପାର ହୋଇ ଆସିଲେ। ବଡ଼ଦେଉଳି ଗ୍ରାମ ଜଙ୍ଗଲରେ  ପକାଇଛନ୍ତି ଡେରା। ଆତଙ୍କିତ ଅବସ୍ଥାରେ ୧୫ରୁ ୨୦ଟି ଗାଁ ଲୋକେ। ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୮ ଟିକିଆ ଝାଡଖଣ୍ଡୀ ହାତୀ | Argus News