Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସିବିଆଇ ଟ୍ରାପ କରି ଟଙ୍କା ଜବତ ଘଟଣାରେ ୩ ଗିରଫ

Odisha

ସିବିଆଇ ଟ୍ରାପ କରି ଟଙ୍କା ଜବତ ଘଟଣାରେ ୩ ଗିରଫ

Rashmita Mishra
Browse all articles by Rashmita Mishra
·1 year ago
ସିବିଆଇ ଟ୍ରାପ କରି ଟଙ୍କା ଜବତ ଘଟଣାରେ ୩ ଗିରଫ

ଅର୍ଗସ ବ୍ୟୁରୋ: ଭୁବନେଶ୍ଵର ଜୟଦେବ ବିହାର ହୋଟେଲ ନିକଟରେ ସିବିଆଇ ଟ୍ରାପ କରି ଟଙ୍କା ଜବତ ଘଟଣାରେ ୩ ଗିରଫ ।  ବ୍ରିଜ ଆଣ୍ଡ ରୂପ ଇଣ୍ଡିଆ ଲିମିଟେଡ଼ର GGM ଚଞ୍ଚଲ ମୁଖାର୍ଜୀ, ଆର୍କିଟେକ ସନ୍ତୋଷ ମହାରଣା ଏବଂ ବିଲଡର ଦେବଦତ୍ତ ମହାପାତ୍ରଙ୍କୁ ବାନ୍ଧିଲା ସିବିଆଇ । ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ ପରେ 3 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ।ଦୁଇଟି ଗାଡି ଜବତ ସହ ଦେବଦତ୍ତଙ୍କ ଘରୁ ଏକ ଲକର ଜବତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 arrested in CBI trap and money seizure case | Argus News