କଟକ ମହାନଦୀରେ ବୁଡି ୩ ପିଲା ନିଖୋଜ
·1 year ago

କଟକ ମହାନଦୀରେ ବୁଡି ୩ ପିଲା ନିଖୋଜ। ଯୋବ୍ରା ସ୍ଥିତ ମାଲଗୋଦାମ ଥାନା ନିକଟ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ପିଲା । ଜଣଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ମାଲଗୋଦାମ ଓ ଜଗତପୁର ଥାନା ପୋଲିସ ମଧ୍ୟ ପହଞ୍ଚିଛନ୍ତି।
କଟକ ମହାନଦୀରେ ବୁଡି ଯାଇଥିବା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ଯୋବ୍ରା ସ୍ଥିତ ମାଲଗୋଦାମ ନିକଟରେ ଗାଧୋଇବା ବେଳେ ଦୁଇ ଜଣ ପିଲା ବୁଡି ଯାଇଥିଲେ। ସେମାନଙ୍କୁ ସସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଦାର କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: