Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାତୀୟ ଶିକ୍ଷାନୀତି ୨୦୨୦କୁ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଲାଗୁ ପାଇଁ ଆଜିଠୁ 3 ଦିନିଆ କର୍ମଶାଳା

Odisha

ଜାତୀୟ ଶିକ୍ଷାନୀତି ୨୦୨୦କୁ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଲାଗୁ ପାଇଁ ଆଜିଠୁ 3 ଦିନିଆ କର୍ମଶାଳା

Rashmita Mishra
Browse all articles by Rashmita Mishra
·1 year ago·1 min read
ଜାତୀୟ ଶିକ୍ଷାନୀତି ୨୦୨୦କୁ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଲାଗୁ ପାଇଁ ଆଜିଠୁ 3 ଦିନିଆ କର୍ମଶାଳା

ଅର୍ଗସ ବ୍ୟୁରୋ: ଜାତୀୟ ଶିକ୍ଷାନୀତି ୨୦୨୦କୁ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଲାଗୁ କରିବା ପାଇଁ ଆଜିଠୁ 3 ଦିନିଆ କର୍ମଶାଳା । ଷ୍ଟଲ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉପସ୍ଥିତ ଅଛନ୍ତି ୧୭ ଜଣିଆ କମିଟିର ସମସ୍ତ ସଦସ୍ୟ ଏବଂ ଚେୟାରମ୍ୟାନ । କାଲିଠୁ ଅନୁଷ୍ଠିତ ହେବ ୨ ଦିନିଆ ଗ୍ରୁପ ଶୈକ୍ଷିକ ଚର୍ଚ୍ଚା ।


ଜାତୀୟ ଶିକ୍ଷାନୀତି ୨୦୨୦କୁ ଓଡିଶା ଶିକ୍ଷା କ୍ଷେତ୍ରରେ ଲାଗୁ କରିବା ପାଇଁ ଆଜିଠୁ ଆରମ୍ଭ ହେଉଛି ୩ ଦିନିଆ କର୍ମଶାଳା। କାର୍ଯ୍ୟକ୍ରମରେ ୧୭ ଜଣିଆ କମିଟିର ସମସ୍ତ ସଦସ୍ୟ ଏବଂ ଚେୟାରମ୍ୟାନ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଉପସ୍ଥିତ। ଆଜିର ଆଲୋଚନା ଚକ୍ର ପରେ ଆସନ୍ତାକାଲିଠୁ ୨ ଦିନିଆ ୧୦ଟି ଗ୍ରୁପ ଡିସକସନ ହେବ ବୋଲି ପ୍ରଫେସର ପ୍ରଧାନ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଷ୍ଟଲ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3-day-workshop-to-implement-national-education-policy-2020-in-odisha-education-sector-from-today | Argus News