Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଜ୍ରପାତରେ ଗୋଟିଏ ପରିବାରର 3 ଜଣଙ୍କର ମୃତ୍ୟୁ

Smruti Parija
Browse all articles by Smruti Parija
·1 year ago
ବଜ୍ରପାତରେ ଗୋଟିଏ ପରିବାରର 3 ଜଣଙ୍କର ମୃତ୍ୟୁ

Key Points

ବଜ୍ରପାତରେ ଗୋଟିଏ ପରିବାରର 3 ଜଣଙ୍କର ମୃତ୍ୟୁ

ବଜ୍ରପାତରେ ଗୋଟିଏ ପରିବାରର 3 ଜଣଙ୍କର ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ଆମ୍ପାବାଲି ପଞ୍ଚାୟତର କନ୍ଧ ପୁଟା ବନ୍ଧ ଗ୍ରାମର ଗୋଟିଏ ପରିବାରର ଜଣେ ମହିଳା, ଜଣେ ନାବାଳିକା ଓ ଜଣେ ଯୁବକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍ଗା ଘୋଷଣା କରାଯାଇଛି । ସେପଟେ ଗୋଟିଏ ପରିବାରର 3 ଜଣଙ୍କୁ ହରାଇ ଗାଁରେ ଶୋକର ଛାୟା ଖେଳିଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ମୃତ୍ୟୁ ଏମିତି ବି ଆସେ ବୋଲି କେହି ବିଶ୍ୱାସ କରିପାରୁନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3-members-of-a-family-killed-in-lightning-strike | Argus News