କରଞ୍ଜିଆ ରେଞ୍ଜକୁ ଫେରିଲେ ୩୦ ଟିକିଆ ହାତୀପଲ
·11 months ago

Key Points
କରଞ୍ଜିଆ ରେଞ୍ଜକୁ ଫେରିଲେ ୩୦ ଟିକିଆ ହାତୀପଲ
ହାତୀପଲ ପାଇଁ ୩୦ରୁ ଉର୍ଦ୍ଧ୍ବ ଗାଁରେ ଭୟର ପରିବେଶ
କରଞ୍ଜିଆ ଚଢେଇ ଭୋଳ ରାସ୍ତା ଅବରୋଧ କରିଥିଲେ ହାତୀପଲ
କିଛି ଦିନ ବ୍ୟବଧାନ ପରେ ପୁଣି ୩୦ ଟିକିଆ ହାତୀପଲ କରଞ୍ଜିଆ ରେଞ୍ଜ କୁ ଫେରିଛନ୍ତି। ହାତୀପଲ ପାଇଁ ୩୦ରୁ ଉର୍ଦ୍ଧ୍ବ ଗାଁରେ ଭୟର ପରିବେଶ। ଗତକାଲି ବିଳମ୍ବିତ ରାତ୍ରରେ କେନ୍ଦୁଝର ଜିଲ୍ଲାର ସାହରପଡା ବ୍ଲକ ଦେଇ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜରେ ହାତୀପଲ ପ୍ରବେଶ କରିଛନ୍ତି। ଏବେ ହାତୀପଲ ବଡ଼ ଦେଉଳି ଜଙ୍ଗଲରେ ଥିବାର ସୂଚନା ମିଳିଛି। ୩୦ ଟିକିଆ ହାତୀପଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ହେଇଛନ୍ତି। କିଛି ସମୟ ପାଇଁ କରଞ୍ଜିଆ ଚଢେଇ ଭୋଳ ରାସ୍ତା ଅବରୋଧ କରିଥିଲେ ହାତୀପଲ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: