Hotel Raid / ହୋଟେଲ୍ରେ ୩୦ ଜଣ ଏକାଠି କ'ଣ ଥିଲା ସେମାନଙ୍କ ଉଦ୍ଦେଶ୍ୟ ?
·8 months ago·1 min read

Key Points
ହୋଟେଲ୍ରୁ ୩୦ ଜଣଙ୍କୁ ଉଠାଇଲା ପୋଲିସ
କଟକ ଶିଖରପୁର ଅଞ୍ଚଳର ହୋଟେଲ୍ରେ ପୋଲିସର ଚଢ଼ାଉ
କେଉଁ କାରଣ ପାଇଁ ହୋଟେଲରେ ସେମାନେ ଏକାଠି ହୋଇଥିଲେ ?

କଟକ ଶିଖରପୁର ଅଞ୍ଚଳର ଏକ ହୋଟେଲ୍ରେ ପୋଲିସର ଚଢ଼ାଉ । ୩୦ ଜଣଙ୍କୁ ଉଠାଇନେଲା ପୋଲିସ୍ । କେଉଁ କାରଣ ପାଇଁ ହୋଟେଲରେ ସେମାନେ ଏକାଠି ହୋଇଥିଲେ, କଣ ଥିଲା ସେମାନଙ୍କ ଉଦ୍ଦେଶ୍ୟ ଏନେଇ କୋଣସି ସୂଚନା ମିଳିପାରିନି ପୋଲିସ ଏହାକୁ ନେଇ ଛାନଭିନ୍ କରୁଛି । ଚାଉଳିଆଗଞ୍ଜର ଏକ ହୋଟେଲ୍ରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଲୁଚି ଥିବା ନେଇ ଖବର ପାଇବା ପରେ ରେଡ୍ କରିଥିଲା ପୋଲିସ ।
ସେପଟେ ଜଙ୍ଗଲ ମଧ୍ୟରେ ପୋଲିସର ଅତର୍କିତ ଚଢ଼ାଉ। ବଡ଼ ଅଘଟଣ ଘଟାଇବାର ଯୋଜନାକୁ ପଣ୍ଡ କଲା ପୋଲିସ। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ କଳମା-ଗୋବିନ୍ଦରାୟ ପୁର ରାସ୍ତାର ମହେଶପୁର ଉପକଣ୍ଠ ବାଉଁଶ ପୋଖରୀ ନିକଟରେ ଥିବା ଜଙ୍ଗଲିଆ ସ୍ଥାନରେ ପୋଲିସର ଚଢ଼ାଉ। ଘଟଣାସ୍ଥଳରୁ ୨ଟି ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳି ଜବତ ହୋଇଥିବା ବେଳେ ୨ ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି । ଦୁର୍ବୁତ୍ତ ବୈଶିଙ୍ଗା ଥାନା ଅଞ୍ଚଳରେ କୌଣସି ଏକ ବଡ଼ ଅଘଟଣ ଘଟାଇବାର ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଚଢାଉ କରିଛି । ଫେରାର ଦୁର୍ବୁତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ବୈଶିଙ୍ଗା ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories