Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 34 ନୂଆ NAC ଘୋଷଣା, 5 NAC ମ୍ୟୁନିସିପାଲିଟିକୁ ଉନ୍ନୀତ

Odisha

34 ନୂଆ NAC ଘୋଷଣା, 5 NAC ମ୍ୟୁନିସିପାଲିଟିକୁ ଉନ୍ନୀତ

Smruti Parija
Browse all articles by Smruti Parija
·2 years ago
34 ନୂଆ NAC ଘୋଷଣା, 5 NAC ମ୍ୟୁନିସିପାଲିଟିକୁ ଉନ୍ନୀତ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଆଉ 34ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନିଷ୍ପତ୍ତି । 5 ଏନଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । 

ସେଗୁଡିକ ହେଲା ବୈଦ୍ଧଗଡ, କରଞ୍ଜିଆ, କଣ୍ଟାବାଞ୍ଜି, ଛତ୍ରପୁର, ଆସ୍କା ମ୍ୟୁନିସିପାଲିଟି ହେଲା । ପାଲଲହଡା, ଛେଣ୍ଡିପଦା, ବସ୍ତା, ସିମୁଳିଆ ଏନଏସି ହେଲା । ପାଇକମାଳ, ଭେଡେନ୍ , ଆଗରପଡା, ବେଲପଡା, ସଇଁତଳା ଏନଏସି ହେଲା । ବିଞ୍ଝାରପୁର, ପାଣିକୋଇଲି, ଜାରକା, ଚଣ୍ଡିଖୋଲ ଏନଏସି ହେଲା । ଜୟପାଟଣା, ରାଇକିଆ, ବୋରିଗୁମ୍ମା, ସିନାପାଲି ଏନଏସି ହେଲା । 

ବେତନଟି, ପରଜଙ୍ଗ ଓ କଣ୍ଟାମାଳ ମଧ୍ୟ ଏନଏସି ହେଲା । ସାଲେପୁର, ବଡମ୍ବା, ନରସିଂହପୁର, ନିଆଳି ଏନଏସି ହେଲା । ଶେରଗଡ, କୁକୁଡାଖଣ୍ଡି, କଣ୍ଟିଲୋ, ଟାଙ୍ଗୀ, ବେଗୁନିଆ ଏନଏସି ହେଲା । ଚାନ୍ଦିଲି, ମୁନିଗୁଡା, ବିଷମକଟକ, ଡୁଙ୍ଗୁରିପାଲି, ବଣେଇ ଏନଏସି ହେଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
34 new NAC announcements, 5 NAC municipalities promoted-in-odisha | Argus News