Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ଚାଲାଣ ହେଉଥିଲା କଇଁଛ

Odisha

ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ଚାଲାଣ ହେଉଥିଲା କଇଁଛ

Smruti Parija
Browse all articles by Smruti Parija
·2 years ago
ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ଚାଲାଣ ହେଉଥିଲା କଇଁଛ

ଭୁବନେଶ୍ୱର: ଚାଲାଣ ବେଳେ ଧରାପଡ଼ିଲା କଇଁଛ । 351 ଜୀବନ୍ତ କଇଁଛ ଜବତ କରିଛି DRI । କଟକ ମଙ୍ଗୁଳି ଟୋଲ ପ୍ଲାଜା ନିକଟରୁ ଜବତ କଲା DRI । ପଶ୍ଚିମବଙ୍ଗରୁ କଇଁଛ ଗୁଡିକୁ କର୍ଣ୍ଣାଟକ ଚାଲାଣ କରାଯାଉଥିବା ବେଳେ DRI ପକ୍ଷରୁ ଚଢ଼ାଉ ହୋଇଥିଲା । କଇଁଛ ଚୋରା ଚାଲାଣ ଅଭିଯୋଗରେ ତିନି ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହାସହ ଏକ କାର ଜବତ କରିଛି DRI । ଜବତ କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
351-live-turtle-rescued-from-cuttack-manguli-chowk-by-dri | Argus News