Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୭ଟି ହୁଣ୍ଡିରୁ ବାହାରିଲା ୩୮ଲକ୍ଷ ୪୦ହଜାର ୩୯୫ଟଙ୍କା

Odisha

୭ଟି ହୁଣ୍ଡିରୁ ବାହାରିଲା ୩୮ଲକ୍ଷ ୪୦ହଜାର ୩୯୫ଟଙ୍କା

Smruti parija
Browse all articles by Smruti parija
·1 year ago
୭ଟି ହୁଣ୍ଡିରୁ ବାହାରିଲା ୩୮ଲକ୍ଷ ୪୦ହଜାର ୩୯୫ଟଙ୍କା

Key Points

ଜଗତସିଂହପୁର ଜିଲ୍ଲାସ୍ଥିତ ପ୍ରସିଦ୍ଧ ଗୋରେଖନାଥ ପୀଠରେ ଶେଷ ହେଲା ହୁଣ୍ଡି ଗଣତି ପ୍ରକ୍ରିୟା ।

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାସ୍ଥିତ ପ୍ରସିଦ୍ଧ ଗୋରେଖନାଥ ପୀଠରେ ଶେଷ ହେଲା ହୁଣ୍ଡି ଗଣତି ପ୍ରକ୍ରିୟା । ୭ ଗୋଟି ହୁଣ୍ଡିରୁ ୩୮ଲକ୍ଷ ୪୦ହଜାର ୩୯୫ଟଙ୍କା ଆୟ ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ହୁଣ୍ଡି ବାକ୍ସ ଗଣତି ସମୟରେ ବିଭିନ୍ନ ପ୍ରକାର ସ୍ୱେଚ୍ଛାସେବୀ ସଂଗଠନ,ମନ୍ଦିର ପରିଚାଳନା କମିଟି, ତହସିଲ କର୍ମଚାରୀ, ପ୍ରମୁଖ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସମ୍ପୂର୍ଣ୍ଣ ଗଣତି ପ୍ରକ୍ରିୟା ସିସିଟିଭି କ୍ୟାମେରା ସମ୍ମୁଖରେ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
38-lakh-rupees-recovered-from-gorekhnath-hundi | Argus News