Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଢ଼େଙ୍କାନାଳ ଲଜ୍ଜା ଘଟଣାରେ ୪ ଗିରଫ 

Odisha

ଢ଼େଙ୍କାନାଳ ଲଜ୍ଜା ଘଟଣାରେ ୪ ଗିରଫ 

Manini Pattanayak
Browse all articles by Manini Pattanayak
·1 year ago
ଢ଼େଙ୍କାନାଳ ଲଜ୍ଜା ଘଟଣାରେ ୪ ଗିରଫ 

ଢ଼େଙ୍କାନାଳ: ଢ଼େଙ୍କାନାଳ ଲଜ୍ଜା ଘଟଣାରେ ୪ ଗିରଫ ।  ୨୨ ବର୍ଷୀୟ ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି କିଛି ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡିଥିଲା।

ଅଧିକ ପଢନ୍ତୁ : ୨୨ ବର୍ଷୀୟ ଯୁବତୀଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ କରିଥିଲେ କିଛି ବ୍ୟକ୍ତି

ଗିରଫ ଅଭିଯୁକ୍ତ ମାନେ ହେଲେ ମହୁଲପୁଞ୍ଜିର ବାବୁଲି ନାଏକ, ବିରଞ୍ଚି ମହାରଣା, ଅବିନାଶ ପରିଡ଼ା, ଜୀବନ ପରିଡ଼ା । ସମସ୍ତ ଅଭିଯୁକ୍ତ ଗୋଟିଏ ଗାଁ ର ବୋଲି ଜଣାପଡିଛି। ଆଜି ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯିବ। ସାଇଣ୍ଟଫିକର ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
4 arrested in Dhenkanal scandal | Argus News