Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଲଙ୍କ ନାଁରେ ଥାନାରେ ରୁଜୁ ହୋଇଛି 4ଟି ମାମଲା

Rashmita Mishra
Browse all articles by Rashmita Mishra
·1 year ago
ଲଲଙ୍କ ନାଁରେ ଥାନାରେ ରୁଜୁ ହୋଇଛି 4ଟି ମାମଲା

ଅର୍ଗସ ବ୍ୟୁରୋ: ଆଇନିକୁ ହାତକୁ ନେଲେ କ'ଣ ହୁଏ ଏଥିରୁ ଜାଣିପାରୁଥିବେ :ହିମାଂଶୁ । ଲଲଙ୍କ ନାଁରେ ଥାନାରେ ରୁଜୁ ହୋଇଛି 4ଟି ମାମଲା । ନଭେମ୍ବର ୨୦ରେ ହୋଇଥିବା ଆକ୍ରମଣ ପାଇଁ ପୁଣି ସିଧାସଳଖ ବବି ଦାସଙ୍କୁ ଦାୟୀ କରିଥିଲେ ବିଧାୟକ ହିମାଂଶୁ ସାହୁ । ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଥିଲେ ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ । ବବି ଦାସ ପଠାଇଛନ୍ତି ବିଜେପିର କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ । ତେଣୁ ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତେ ନିଶ୍ଚିତ ଗିରଫ ହେବେ, ଆଇନ ତା ବାଟରେ ଯିବ ବୋଲି କହିଥିଲେ ହିମାଂଶୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 cases have been registered against Lala at the police station. | Argus News