Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଲଜ୍ଜା

Smruti Parija
Browse all articles by Smruti Parija
·2 years ago
ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଲଜ୍ଜା

ଭୁବନେଶ୍ୱର:  ରାଜଧାନୀରେ ଚାଞ୍ଚଲ୍ୟ । 4 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ସହିତ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି ସଂଧ୍ୟାରେ ଏହି ବସ୍ତିର ଘନିଆ ନାମକ ଜଣେ ଯୁବକ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ମାଆ । ସେପଟେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ଏୟାରଫିଲ୍ଡ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡର ଛାନଭିନ୍ ଆରମ୍ଭ ହୋଇଛି । 
 

ଦୁଷ୍କର୍ମ, ବ୍ୟଭିଚାର ଯେଉଁଠି ବିଜେଡି ସେଇଠି: ଲେଖାଶ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4-year-girl-rape-and-murder-in-bhubaneswar-airfield-area | Argus News