Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶପଥ ଗ୍ରହଣ ଉତ୍ସବ ପାଇଁ 5 ଲିଆସନ୍ ଅଫିସର

Smruti Parija
Browse all articles by Smruti Parija
·2 years ago
ଶପଥ ଗ୍ରହଣ ଉତ୍ସବ ପାଇଁ 5 ଲିଆସନ୍ ଅଫିସର

ଅର୍ଗସ ବ୍ୟୁରୋ: ଶପଥ ଗ୍ରହଣ ଉତ୍ସବ ପାଇଁ 5 ଲିଆସନ୍ ଅଫିସର । ରାଜ୍ୟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ପାଇଁ 5 ଲିଆସନ୍ ଅଫିସର ନିଯୁକ୍ତ ହୋଇଛନ୍ତି । ଶୁଭେନ୍ଦୁ ପଟ୍ଟନାୟକ, ଉମାକାନ୍ତ ନାୟକ ଲିଆସନ୍ ଅଫିସର । ରଶ୍ମିରଞ୍ଜନ ଦାସ, ନରେନ୍ଦ୍ର ମଲ୍ଲିକ, ନବକିଶୋର ତରାଇଙ୍କୁ ଦାୟିତ୍ଵ ଦିଆଯାଇଛି । ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା । ଆସନ୍ତା 10ରେ ଭୁବନେଶ୍ଵର ଜନତା ମୈଦାନରେ ହେବ ଶପଥ ସମାରୋହ । 

ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 Liaison Officers-appointed- for swearing-in ceremony | Argus News