Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୫ ଶହ ୨ କେଜି ଗଞ୍ଜେଇ ଜବତ

Rashmita Mishra
Browse all articles by Rashmita Mishra
·2 years ago·1 min read
୫ ଶହ ୨ କେଜି ଗଞ୍ଜେଇ ଜବତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା। ପ୍ରତିଦିନ ଗଞ୍ଜେଇ ଚୋରାଚାଲାଣ ହୋଉଛି ।ଜଙ୍ଗଲ ଭିତରେ  ଗଞ୍ଜେଇ ରଖାଯାଇଛି ଵୋଲି ଦାରିଙ୍ଗବାଡି ପୋଲିସକୁ ଖଵର ପାଇଵା ପରେ ସେଠାରେ ତଦନ୍ତ ଆରମ୍ଭ କରିଥିଲା ।  ଏଭଳି ଘଟଣା ଦେଖ‌ିବାକୁ ମିଳିଛି ଉକ୍ତ ଥାନା କିରୁକୁଟି ପଞ୍ଚାୟତର ବାରାଡକ୍ଲିୟୁ ଜଙ୍ଗଲ ଭିତରେ ।ଜଙ୍ଗଲ ଭିତରେ ରଖାଯାଇଥିବା ଗଞ୍ଜେଇ ଜଵତ କରିଛି । ପ୍ରାୟ ୫ ଶହ ୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ। 

ଏନେଇ ଦାରିଙ୍ଗବାଡି ପୋଲିସ ମାମଲା  ରୁଜୁ କରି ତଦନ୍ତ ଅରମ୍ଭ କରିଛି ବୋଲି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ତେବେ ଏତେଗୁଡିଏ ଗଞ୍ଜେଇ କାହାର ଓ କେଉଁ ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ କରାଯାଇଥାନ୍ତି। କୋଉମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ତଦନ କରୁଛି ପୋଲିସ ତାହା ଏପର୍ଯ୍ୟ କିଛି ଷ୍ପଷ୍ଟ ହୋଇନାହିଁ ।

 ସୂଚନାଯୋଗ୍ୟ ଯେ ସେହି ଅଞ୍ଚଳରେ ପୋଲିସ ପୂର୍ବରୁ ଏକାଧିକ ଥର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି ତଥାପି କିଭଳି ଆହୁରି ଗଞ୍ଜେଇ ବାହାରୁଛି ସେନେଇ ପୋଲିସର ତନା ଘନା ଅରମ୍ଭ ହୋଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5-quintal-ganja-seized-in-kandhamal | Argus News