Videos
|
Odisha

ଦହିବରା ଦିବସରେ ପ୍ରସ୍ତୁତ ହୋଇଛି ୫୦ କେଜିର ବରା

Rashmita Mishra
Browse all articles by Rashmita Mishra
·1 year ago·1 min read
ଦହିବରା ଦିବସରେ ପ୍ରସ୍ତୁତ ହୋଇଛି ୫୦ କେଜିର ବରା

Key Points

ବିଶ୍ୱ ରେକର୍ଡ ସୃଷ୍ଟି କଲା ବିଶାଳ ଦହିବରା

ଦହିବରା ଦିବସରେ ପ୍ରସ୍ତୁତ ହୋଇଛି ୫୦ କେଜିର ବରା

ପାରମ୍ପାରିକ ରେସିପିକୁ ବଞ୍ଚେଇ ରଖିବାକୁ ପ୍ରୟାସ

ବିଶ୍ୱ ଦହିବରା ଦିବସରେ ପ୍ରସ୍ତୁତ ହୋଇଛି ୫୦ କେଜିର ବରା । ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଓ ଦହିବରା ଏକ୍ସପ୍ରେସର ମିଳିତ ପ୍ରୟାସରେ ଏହା ତିଆରି ହୋଇଛି । ଏହି ବରା ତିଆରି ହେବା ପରେ ଏହା ଇଣ୍ଟରନେସନାଲ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଏନେଇ ସୂଚନା ଦେଇଛନ୍ତି ଦହି ବରା ଏକ୍ସପ୍ରେସ ଫାଉଣ୍ଡର ତଥା ସିଇଓ ସୌରଭ ଖଣ୍ଡେଲୱାଲ ।


୪୦ ଲିଟର ତେଲରେ ଛଣା ହୋଇଛି ଏହି ବରା । ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନଜମେଣ୍ଟ ଗ୍ରାଣ୍ଡ କିଚେନ୍ ରେ ଏହା ତିଆରି ହୋଇଛି । ମୋଟ ୧୧ ଜଣ ମିଶି ଏହାକୁ ତିଆରି କରିଛନ୍ତି । ପାରମ୍ପାରିକ ରେସିପିକୁ ବଞ୍ଚେଇ ରଖିବା ପାଇଁ ଏଭଳି ବରା ପ୍ରସ୍ତୁତ କରାଯାଇଛି ବୋଲି IHM ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


50 kg barrel prepared on Dahibara day | Argus News