Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୁପା ଅଳଙ୍କାର ଜବତ ସହ ଜଣଙ୍କୁ ଅଟକ ରଖିଲା ଜିଆରପି

Smruti Parija
Browse all articles by Smruti Parija
·1 year ago
ରୁପା ଅଳଙ୍କାର ଜବତ ସହ ଜଣଙ୍କୁ ଅଟକ ରଖିଲା ଜିଆରପି

ସୁନ୍ଦରଗଡ:ରାଉରକେଲା ରେଲୱେ ଷ୍ଟେସନରୁ 58 କିଲୋଗ୍ରାମ ରୂପା ଜବତ । ଜବତ କଲା ରାଉଲକେଲା ରେଲୱେ ପୋଲିସ । ରାଉଲକେଲା ଷ୍ଟେସନରୁ ଜବତ ଜଣେ ବ୍ୟବସାୟୀ ରାଞ୍ଚି ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଜବତ ହୋଇଛି । ବ୍ୟବସାୟୀଙ୍କ ସହ 58  କିଲୋଗ୍ରାମ ରୂପା ରାଜ୍ୟ ଜିଏସଟି ବିଭାଗକୁ ହସ୍ତାନ୍ତର ହୋଇଛି । ରାଜ୍ୟ ଜିଏସଟି ବିଭାଗ ଏନେଇ ତଦନ୍ତ କରୁଛି ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
52-kg-silver-seized-from-rourkela-railway-station | Argus News