ଦିଲ୍ଲୀ ନରେଲା ଅଞ୍ଚଳରେ ଭୟଙ୍କର ସିଲିଣ୍ଡର ବିସ୍ଫୋରଣରେ 6 ଜଣଙ୍କ ମୃତ୍ୟୁ
·1 year ago

ଅର୍ଗସ ବ୍ୟୁରୋ: ଦିଲ୍ଲୀ ନରେଲା ଅଞ୍ଚଳରେ ଭୟଙ୍କର ସିଲିଣ୍ଡର ବିସ୍ଫୋରଣରେ 6 ଜଣଙ୍କ ମୃତ୍ୟୁ । ବିସ୍ଫୋରଣରେ ଦୁଇ ମହଲା ବିଲ୍ଡିଂର ଛାତ ଭୁଶୁଡି ପଡ଼ିବା ଯୋଗୁ 5 ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣ ଜଳି ଯାଇଛନ୍ତି। ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ଅଛନ୍ତି । ପଡୋଶୀଙ୍କ କହିବା ଅନୁସାରେ ଘରେ ରୋଷେଇ ସମୟରେ ସିଲିଣ୍ଡର ଫାଟି ଯାଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: